କଙ୍କିଳି ଗ୍ରାମରେ ୧୦ମ ବାର୍ଷିକ ମାଘ ପୂର୍ଣ୍ଣିମା ମହୋତ୍ସବ ଅନୁଷ୍ଠିତ

ତାଳଚେର / ଉତ୍ତମ  ଦାସ : ତାଳଚେର ବ୍ଲକ କଙ୍କିଳୀ ପଞ୍ଚାୟତ ଅନ୍ତର୍ଗତ  ଶ୍ରୀ ହରି କୁଟୀର ପ୍ରାଙ୍ଗଣରେ ୧୦ମ ତମ ଯଂଜ୍ଞ ଓ ବାର୍ଷିକ ମାଘ ମେଳା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ପାଖାପାଖି  ଦୁଇଶହ ଲୋକ ଉପସ୍ଥିତ ଥିଲେ।ଓ ସଂନ୍ଧ୍ୟା ସମୟରେ  ଦୁଇଟି ଗାଁ ତଥା ଗଡ ସନ୍ତ୍ରୀ ଓ କଙ୍କିଳୀ ଗ୍ରାମର ମହିଳା  କୀର୍ତ୍ତନ ମଣ୍ଡଳୀ ଆସି ଏହି  ବାର୍ଷିକ ମାଘ ମହୋତ୍ସବରେ  ଯୋଗ ଦେଇ ଭଜନ କୀର୍ତ୍ତନ ସମାରୋହ ଆରମ୍ଭ କରିଥିଲେ।