୬ କରୋନା ରୋଗୀ ଆଖି ବୁଜିଲେ

ଭୁବନେଶ୍ୱର/ ସଞ୍ଜୁ– ରାଜ୍ୟରେ ୬ ଜଣ କରୋନା ଆକ୍ରାନ୍ତ ରୋଗୀ ମୃତ୍ୟୁବରଣ କରିଛନ୍ତି ।ଏହାକୁ ମିଶାଇ ମୋଟ ମୃତ୍ୟୁସଂଖ୍ୟା ୧୭୪୫ ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରୁ ବାଲେଶ୍ୱରରୁ ଜଣେ , ଭୁବନେଶ୍ୱରରୁ ଜଣେ , ଗଞ୍ଜାମ ରୁ ୨ ଜଣ , ଝାରସୁଗୁଡାରୁ ଜଣେ , ମୟୁରଭଞ୍ଜ ରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।