( ତ୍ରିଲୋଚନ ରାଉତ / ରିପୋର୍ଟସଟୁଡେ) : ଶଙ୍ଖ ଧରିଲେ ସନ୍ତୋଷ କଟୁଆ ଏବଂ ସିଧେଶ୍ୱରୀପ୍ରସାଦ ମିଶ୍ର । ବାଲେଶ୍ୱରର ନୀଳଗିରିରୁ ବିଜେପି ନେତା ସନ୍ତୋଷ କଟୁଆ ଏବଂ କଂଗ୍ରେସର ପୂର୍ବତନ ପିସିସି ସଭାପତି ସିଧେଶ୍ୱରୀ ପ୍ରସାଦ ମିଶ୍ର ଆଜି ନବୀନି ନିବାସରେ ସୁପ୍ରିମୋଙ୍କ ଉପସ୍ଥିତରେ ବିଦ୍ଧିବଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଉଭୟ ବିଜେଡିରେ ଯୋଗ ଦେଇଛନ୍ତି ।