ରାସ୍ତା କଡରେ ପଡିଛି ଜଣେ ଅଜଣା ଯୁବତୀଙ୍କ ମୃତଦେହ

(ରଜନୀକାନ୍ତ ପାତ୍ର / ଗଞ୍ଜାମ): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଭୂଷଣ୍ଡପାଳ ଗ୍ରାମକୁ ଯିବା ବାଟରେ ପଡିଛି ଗୋଟିଏ ଅଜଣା ଯୁବତୀଙ୍କ ମୃତଦେହ ।କୌଣସି ସୂତ୍ରରୁ ଖବର ପାଇ ଜଗନ୍ନାଥ ପ୍ରସାଦ ପୋଲିସ ଘଟଣା ସ୍ଥଳରେ ପଂହଁଚି ତଦନ୍ତ ଆରମ୍ଭ କରିଥିବା ଖବର ମିଳିଛି ।