(ସରୋଜ କୁମାର ରାଉତ)ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ମାଇନର ମିନେରାଲ ଡେଭଲପମେଣ୍ଟ ପାଇଁ ନୂଆ ନିର୍ଦ୍ଦେଶାଳୟ କରାଯାଇଛି ।ବାଲି ମୋରମ୍ ଚିପସ୍ କୁ କଲେକ୍ଟର ମାନେ ତହସିଲଦାର ଙ୍କ ଦ୍ଵାରା ନିଲାମ କରିଥାନ୍ତି ।ଏହାର ୪ଟି ଟିମ କର୍ଣ୍ଣାଟକ ତେଲେଙ୍ଗାନା କୁ ପଞ୍ଜାବ ରାଜସ୍ତାନ କୁ ଯାଇଥିଲେ ।ସେଠାରେ କିଭଳି ଭାବରେ ଏହାର ନିଲାମ ହେଉଛି ସେ ଉପରେ ଆଲୋଚନା ହୋଇଥିଲା ।ସବୁଠାରୁ ବେଷ୍ଠ ପ୍ରସେସ୍ କୁ ଆପଣା ଯାଇ ନିତି ନିର୍ଦାରଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।