ରଥପଦାଠାରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର

ଯାଜପୁର :(ଚିତ୍ତରଞ୍ଜନ ସାହୁ )ଯାଜପୁର ଟମକା ଥାନ ଅନ୍ତର୍ଗତ ରଥପଦାଠାରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଶବ ଉଦ୍ଧାର।ସୂଚନା ମୁତାବକ ଟମକା ଥାନ ଅନ୍ତର୍ଗତ ରଥପଦାଠାରେ ଆଜି ସଖାଳ ସମୟରେ ସ୍ଥାନୀୟ ଶୌଚ କରିବାକୁ ଆସିଥିବା ବେଳେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜଳୁ ଥିବାର ଦେଖିଥିଲେ ଏବଂ ଦୌଡ଼ି ପଳେଇ ରଥପଦା ଗ୍ରାମବାସୀଙ୍କୁ ଜଣେଇଥିଲେ ।ସ୍ଥାନୀୟ ଲୋକ ଆସି ଦେଖି ଟମକା ପୋଲିସ ଖବର ପାଇଁ ପହଞ୍ଚି ତଦନ୍ତ କରିଥିବା ଜଣା ପଡ଼ିଛି।କିଏ କଲା ଓ କେମିତି ପୋଡିଲା କାରଣ ଅସ୍ପଷ୍ଟ ରହିଥିବା ବେଳେ ଗତ କାଲି ବିଳମ୍ବିତ ରାତିରେ ହୋଇଥିବା ସୂଚନା। ହତ୍ୟା ସନ୍ଦେହ ଟମକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖଛନ୍ତି।