ରଂଜୀବ ହେଲେ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପୂର୍ବତନ ଇଣ୍ଡିଆନ କ୍ରିକେଟର ଓ ପୂବତନ ଇଣ୍ଡିଆନ ପ୍ରିମିୟର ଲିଗର ଚେୟାରମ୍ୟାନ ରଂଜୀବ ବିଶ୍ୱାଳଙ୍କୁ କଂଗ୍ରେସରେ ନୂତନ ଦାୟିତ୍ୱ ଦିଆଯାଇଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରଂଜୀବଙ୍କୁ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛନ୍ତି।