ମୁଖ୍ୟମନ୍ତ୍ରୀ ବିରୋଧରେ ସ୍ୱର ଉତ୍ତୋଳନ

( ହିଜିଂଳିକାଟୁ / ରଜନୀକାନ୍ତ ପାତ୍ର): ଆଗକୁ ଆସୁଛି ନିର୍ବାଚନ ଏହାକୁ ଆଖି ଆଗରେ ରଖି ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଘ ପକ୍ଷରୁ ଶ୍ୟାମଳାଇ ମନ୍ଦିର ପ୍ରଗଣରେ ମହିଳା କର୍ମୀଙ୍କୁ ନେଇ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଗଜ୍ଞାମ ଜିଲ୍ଲା ସଭାପତି ଗୀତାଜ୍ଞଳି ସାହୁ ,ସମ୍ପାଦିକା ସ୍ମୁତିରେଖା ନାୟକ ,ପାର୍ଥୀସାରଥି ଜେନା,ସୁମତି ସାହୁ ରାଜ୍ୟ ସଭାପତି, ଉପସ୍ଥିତ ଥିଲେ । ସରକାର ଦୁଇ ତିନି ଦିନ ମଧ୍ୟରେ ତାଙ୍କର ଦୁଃଖ ନଶୁଣିଲେ ବିଜେଡି ସୁପ୍ରିମ ଦୁଇ ଆସନରୁ ଲଢ଼ୁଥିବା ହିଂଜିଳି ଓ ବିଜେପୁର ମଣ୍ଡଳୀ କୁ ଜାଇ ଘରକୁ ଘର ବୁଲି ସରକାରଙ୍କର ଅପାରଗତା ବଖାଣିଵେ । ରାଜା ରାସ୍ତାକୁ ଓହ୍ଲାଇବେ ବୋଲି ସାମ୍ବାଦିକ ସାମ୍ବାଦିକ ସମ୍ମିଳନୀ କହିଛନ୍ତି ।