ମହୁର ଉପକାରୀତା

(ପ୍ରିୟଦର୍ଶନୀ ): ମହୁ ସ୍ୱାସ୍ଥ୍ୟ ପାଇଁ ବେଶ ଉପଯୋଗୀ । ଆପଣ ଜାଣିଥିବେ ବାସ୍ତୁ ଅନୁଯାୟୀ ମହୁର ଖୁବ୍ ମହତ୍ୱ ରହିଛି । ତେବେ ଆସନ୍ତୁ ଜାଣିବା :-
୧.ଅଯଥା ଧନ ଖର୍ଚ୍ଚ ହେଉଥିଲେ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ମହୁ ରଖିବା ଦ୍ୱାରା ନକାରାମô୍କ ଶକ୍ତି ଦୁରେଇଯାୟୀ ସକାରତ୍ମକ ଶ୍ତିୀ ପଡ଼ିଥାଏ ।
୨.ଘରେ ମହୁ ରଖିବା ଦ୍ୱାରା ଶନିଦେବ ଖୁସିହୋଇଥାନ୍ତି ଫଳରେ କୁପ୍ରଭାବରୁ ଦୁରେଇ ଯାଏ ।
୩.କଳା ବିରିରେ ଦହିଓ ମହୁ ମିଶାଇ ଖାଇଲେ ପରିବାର ଶାନ୍ତି ସହ ସନ୍ତାନ ଜଡ଼ିତ ବିଭିନ୍ନ ସମସ୍ୟାରୁ ଦୁର ହୋଇଥାଏ ।
୪.କୁଚିନ୍ତାଓ ମନ ଅଶାନ୍ତି ଲାଗିରହୁଛି ତେବେ ସମସ୍ତ ସଦସ୍ୟ କିଛି ମହୁୂ ଖାଆନ୍ତୁ ।
୫. ଏହା ଓଜନ ହ୍ରାସ କରିବା ସହ ମୁହଁରେ ଚମକ ମଧ୍ୟ ଆଣିଥାଏ ।