ମର୍ମନ୍ତୁଦ ସଡକ ଦୁର୍ଘଟଣା

(ମଧୁସୂଦନ ବହିଦାର / ବାଲଙ୍ଗୀର): ବଲାଙ୍ଗୀର ଜିଲ୍ଲା ସୁବର୍ଣ୍ଣପୁର ୫୭ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା ଘଟିଛି । ସୂଚନାଅନୁଯାୟୀ, ଆଜି ସକାଳୁ ବାଇକରେ ସ୍ୱାମୀସ୍ତ୍ରୀ ଦୁହେଁ ଯାଉଥିବାବେଳେ ଅଜଣା ଗାଡି ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀର ଅବସ୍ଥା ଗୁରୁତର ଥିବାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଭର୍ତ୍ତି କରାଯାଇଛି। ଉଭୟଙ୍କ ପରିଚୟ ଏପର୍ୟ୍ୟନ୍ତ ମିଳିପାରିନାହିଁ।