ବୃହତ ପତ୍ରକୋବି

 (ରିପୋଟରର୍ସ ଟୁଡ଼େ): ମନୁଷ୍ୟ ନିଜର ଚେଷ୍ଟା ବଳରେ ଯେକୌଣସି କାମରେ ମଧ୍ୟ ସଫଳ ପାଇପାରିବ ।ଆମେ ଏୀରି କହିବାର କାରଣ ହେଉଛି ଅସମ୍ଭବ କୁ ସମ୍ଭବ
କରି ଦେଖୋଇଛନ୍ତି । ଅଷ୍ଟ୍ରେଲିଆରେ ରହୂଥିବା ଦମ୍ପତି । ଯାହାଦେଖି ଆପଣ ବିଶ୍ୱାସ କରିପାରିବେ ନାହିଁ । ଏହି ପତ୍ରକୋବି ଏତେ ବଡ଼ ହୋଈଛି ଯେ ଏହାକୁ ଗୋଟିଏ ପରିବାର ୨ସପ୍ତାହ ଧରି ଖାଇପାରିବେ । ଉଭୟଙ୍କର ଅକ୍ଳାନ୍ତ ପରିଶ୍ରକ ହେତୁ ଏହା ସମ୍ଭବ ହୋଇପାରିଛି । ଦୀର୍ଘ ୯ମାସ ଧରି ଏହି ପତ୍ର କୋବିକୁ ଠି୍ ସମୟରେ ପାଣି ଓ ଖାଦ୍ୟ ଦେଉଥିଲେ । ଯାହାର ଫଳ ସ୍ୱରୁପ ଏହାର ଆକାର ସର୍ବ ବୃହତ ହୋଇପାରଛି । ଉକ୍ତ ପତ୍ରକୋବିକୁ ଉଠାଇବା ସମୟରେ ଅଧିକ ଓଜନ ହେଉଥିବା ଦେଖିବାକୁ ମିଳୁଛି ।