(ଜୟନ୍ତ କୁମାର ସେଠୀ /ପୁରୀ): ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପତ୍ନୀ ସୁଶିଳା ଦେବୀଙ୍କର ପରଲୋକ ଘଟିଛି । ଏହି ଘଟଣାକୁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏ ନେଇ ବାଲୁକାଚିତ୍ର କଳା ମାଧ୍ୟମରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।