ପ୍ରଦୀପ ମହାରଥୀଙ୍କ ଦଶାହ ପାଳିଲେ ବିଭିନ୍ନ ପଞ୍ଚାୟତର ଗ୍ରାମବାସୀ

(ଗୋପ/ଜୟନ୍ତ ସେଠୀ): ଆଜି ପ୍ରଦୀପ ମହାରଥୀଙ୍କ ଦଶାହରେ ସାମିଲ ହୋଇଛନ୍ତି ଶହ ଶହ କର୍ମୀ ମାନେ । ବ୍ଲକର ବିଭିନ୍ନ ପଚଂ।ୟତରେ ମହାରଥୀଙ୍କ ପାଇଁ ଅ।ଜି କର୍ମୀ ମାନେ ହିନ୍ଦୁ ରିତୀନିତିନୁସାରେ ଦଶାହ କାର୍ୟ୍ୟ ପାଳିଥିବା ବେଳେ ନିଜ ପ୍ରିୟ ନେତାଙ୍କୁ ହରାଇ ମ୍ରିୟମାଣ ହୋଇପଡିଛନ୍ତି । ରାଜନିତୀରେ ଦୀର୍ଘ ବର୍ଷର ସଂପର୍କରେ ଜୋଡି ହୋଇଥିବା ମହାରଥୀଙ୍କୁ ନିଜ ପରିବାର ସଦସ୍ୟ ଭାବରେ ପ୍ରତି ପରିବାର ମାନୁ ଥିବା ବେଳେ ଅ।ଜି ଦଶାହ କାର୍ୟ୍ୟ କରି ତାଙ୍କ ଅ।ତ୍ମାର ସଦଗତି କାମନା କରିଛନ୍ତି ପିପିଲି ବ୍ଲକର ଯଶୁଅ।ପୁର ପଂଚାୟତ ମାଧିପୋଟଳି ଗ୍ରାମ ଓ କୁଳସିଖରପାଟଣା ର ଗ୍ରାମବାସୀ।