ପଲିଥିନ ଉପରେ ସି ଏମ ସି ର ଜୋରଦାର ଚଢାଉ ଓଡିଶା By Reporters Today Bureau On Jul 2, 2022 Share କଟକ : କଟକରୁ ଜବତ ହେଲା ବିପୁଳ ପରିମାଣର ପଲିଥିନ। କଟକ ସହରର ଚୌଧୁରୀ ବଜାର ନନ୍ଦୀ ସାହି ଅଞ୍ଚଳରେ ପଲିଥିନ ବିକ୍ରି ହେଉଥିବା ଅଭିଯୋଗରେ ସି ଏମ ସି ଏନ୍ଫୋରସମେଣ୍ଟ ସ୍କ୍ୱାର୍ଡ କରିଥିଲା ଅଚାନକ ଚଢ଼ାଉ। ଯେଉଁଥିରେ ଏହି ଦୋକାନ ମାନଙ୍କରୁ ବିପୁଳ ପରିମାଣର ପଲିଥିନ ଜବତ କରିଛି ସି ଏମ ସି । BhubaneswarCuttackOdishaReporters Today Share FacebookTwitterGoogle+ReddItWhatsAppPinterestEmail