ପଦ୍ମ ଧରିବେ ଦାମ

( ଆଦର୍ଶ ରାଉତ / ଭୁବନେଶ୍ୱର )ରିପୋର୍ଟସଟୁଡେ: ଆଜି ବିଜେପିରେ ଯୋଗଦେଇ ପାରନ୍ତି ପୂର୍ବ ମନ୍ତ୍ରୀ ଦାମଦୋର ରାଉତ । ନୂଆଦିଲ୍ଲୀ ବିଜେପି ମୁଖ୍ୟକାର୍ଯ୍ୟାଳୟରେ ଆଜି ହେଉଛି ମିଶ୍ରଣ ପର୍ବ । ଏହି ମିଶ୍ରଣ ପର୍ବରେ ଯୋଗ ଦେଇପାରନ୍ତି ଦାମ ।