(ହିଞ୍ଜିଳି/ଋଜନୀକାନ୍ତ/ ଉଦଳା/ଦିପକ ମିଶ୍ର): ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଜଣାଇବା ନିମନ୍ତେ ଓଡିଶାର ବିଭିନ୍ନ ସ୍ଥାନରେ ନିରବ ପ୍ରାର୍ଥନା କଲେ ରାଜ୍ୟବାସୀ । ସେହିପରି କଟକ, ହିଞ୍ଜିଳି ଓ ଉଦଳା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅଧିବାସୀମାନେ ସଂଧ୍ୟା ୬ଟା ବେଳେ ଦିବଂଗତ କରୋନା ଯୋଦ୍ଧା ମାନଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ନିରବ ପ୍ରାର୍ଥନା କରିଥିଲେ ।