(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆସନ୍ତା ନିର୍ବାଚନ ପାଇଁ କଂଗ୍ରେସର ନିର୍ବାଚନ ମନିଟରିଂ କମିଟିର ନେତୃତ୍ୱ ନେବେସାମ ପିଟ୍ରୋଡା । ଏହି ମନିଟରିଂ କମିଟିରେ ପିଟ୍ରୋଡାଙ୍କ ଛଡା ବିଜେପି ମୁଖପାତ୍ର ପବନ ଖେଡା, ରାହୁଲ ଗୁପ୍ତା, ପ୍ରବୀଣ ଚକ୍ରବର୍ତ୍ତୀ, ପ୍ରିୟଙ୍କ ଚର୍ତୁବେଦୀ, ଦିବ୍ୟା ସ୍ପନ୍ଦନା ଏବଂ ମନୀଷ ଚତରଥ ସାମିଲ ଅଛନ୍ତି ।
ଏହି କମିଟି କଂଗ୍ରେସର ପ୍ରଚାର ଏବଂ ଅଭିଜାନ ଉପରେ ନଜର ରଖିବା ସହ ନେତାମାନଙ୍କ ଉପରେ ମଧ୍ୟ ନଜର ରଖି ଏସବୁ ସୂଚନା କେନ୍ଦ୍ରର ନେତା ମାନଙ୍କୁ ସୂଚନା ଦେବେ।